A chance

    She found her way with a broken heart and a troubled mind. Realized the truth that’s not less than a hideous story.   Given a chance to grow up again Proved she is better than she was before. It’s not just a thing she got over with .it’s her life’s victory.   When … More A chance

ଆଶା

    ଚାହିଁ ବସିଥିଲି ସେ ନୀଳ ସମୁଦ୍ର କୁ ଖୋଜୁଥିଲି କିଛି ପ୍ରଶ୍ନ ର ଉତ୍ତର .. ଭୁଲିବାକୁ ଚେଷ୍ଟା କରୁଥିଲି ଅଭୁଲା ସ୍ମୃତି କୁ ଯୋଡିବାକୁ ଚେଷ୍ଟା କରୁଥିଲି ସେ ଭାଙ୍ଗିଯାଇଥିବା ସ୍ବପ୍ନ ର ଘର . ବୁଝିବାକୁ ଚେଷ୍ଟା କରୁଥିଲି ଜୀବନ କୁ.. ଅଙ୍କିବାକୁ ଚେଷ୍ଟା କରୁଥିଲି ଗୋଟେ ନୂଆ ଭବିଷ୍ୟତ ର ଆଧାର. ସେ ନିସ୍ତବ୍ଧ ରାତି ରେ ସମୁଦ୍ର ର ସେ ଢେଉ ଗର୍ଜନ .. ଏକ ଭିନ୍ନ ମାଦକତା … More ଆଶା

ସ୍ମୃତି

ଖୋଜି ବସିଲି ମୁ ପୁଣି ତମକୁ ସେ ସ୍ମୃତି ର ମରୁଭୂମି ରେ ଖୋଜି ବସିଲି ମୁ ପୁଣି ତୁମକୁ ଭାଙ୍ଗିଯାଇଥିବା ମନ  ର ପ୍ରତିଟି ଖଣ୍ଡ  ରେ.   ଭଲ ପାଇଥିଲି ଗୋଟେ ଅବାସ୍ତବ  ସ୍ବପ୍ନ କୁ ଭଲ ପାଇଥିଲି ଗୋଟେ ସୁନ୍ଦର ମରୀଚିକା କୁ..   ଭାବିଥିଲି କରିବି ଗୋଟେ ସ୍ବପ୍ନ ର ଘର .. ଭାବିଥିଲି ବଞ୍ଚିବି ମୁ ଗୋଟେ ପାଗଳ ୍ରେମିକାର ଜୀବନ ..   ଏବେ ବି ରଖିଛି ସାଇତି … More ସ୍ମୃତି